Jump to content

ପରିମାଣିକ

ଉଇକିଅଭିଧାନ‌ରୁ

ପରିମାଣିକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସମାଜର ପ୍ରଧାନ ବ୍ୟକ୍ତି — ୧. The headman of a caste-guild.
୨. ତନ୍ତିମାନଙ୍କ ଉପାଧିବିଶେଷ — ୨. A family-title of weavers.

ପ୍ରାଦେଶିକ - (ପୁରୀ)

[ସମ୍ପାଦନା]

ମନ୍ଦିରର ଯେଉଁ କର୍ମଚାରୀ ଖଟଣି ପାଇଁ ଯାତ୍ରୀଙ୍କ ଦେବା ଫିସ୍ ସ୍ଥିର କରେ ଓ ଆଦାୟ କରେ — A temple officer who settles & realises fees from pilgrims for offerings to a Deity.