ପରିଶ୍ରମ

ଉଇକିଅଭିଧାନ‌ରୁ

ପରିଶ୍ରମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପରିଶ୍ରାନ୍ତ, ପରିଶ୍ରମୀଅନ୍ୟରୂପ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପରି+ଶ୍ରମ୍ ଧାତୁ=ପରିଶ୍ରମ କରିବା+ଭାବ. ଅ)[ସମ୍ପାଦନା]

୧. ବିଶେଷ ଶ୍ରମ; ମିହନ୍ତ — ୧. Labour; toil.
୨. କ୍ଳାନ୍ତି; ଶ୍ରାନ୍ତି —୨. Fatigue.
୩. ଆୟାସ —୩. Exertion.
୪. ଧାରାବାହିକ ପାଠାଭ୍ୟାସ —୪. Regular study.
୫. ଅଧ୍ୟବସାୟ —୫. Perseverance.