ପରିଷ୍କୃତ
ଦେଖଣା
ପରିଷ୍କୃତ
ଉଚ୍ଚାରଣ
[ସମ୍ପାଦନା](ପରିଷ୍କୃତ—ବି)
ସଂସ୍କୃତ - ବିଣ—(ପରି+କୃତ; ନିପାତନ)
[ସମ୍ପାଦନା]- ୯. ନିର୍ମଳୀକୃତ — ୧. Cleansed; cleared up.
- ୨. ଶୋଧିତ —୨. Purified.
- ୩. ଓଳା ଓଳି ହୋଇଥିବା — ୩. Well scoured; well swept.
- ୪. ବୁଝାଇ ଦିଆ ଯାଇଥିବା — ୪. Well explained.
- ୫. ସୁବୋଧ୍ୟ — ୫. Explicit; easily comprehensible.
- ୬. ପାଲିସ କରା ଯାଇଥିବା —୬. Polished.
- ୭. ଶୋଭାଯୁକ୍ତ (ଜ୍ଞାନେନ୍ଦ୍ର) —୭. Beautiful.