ପରିଷ୍କୃତ

ଉଇକିଅଭିଧାନ‌ରୁ

ପରିଷ୍କୃତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପରିଷ୍କୃତ—ବି)

ସଂସ୍କୃତ - ବିଣ—(ପରି+କୃତ; ନିପାତନ)[ସମ୍ପାଦନା]

୯. ନିର୍ମଳୀକୃତ — ୧. Cleansed; cleared up.
୨. ଶୋଧିତ —୨. Purified.
୩. ଓଳା ଓଳି ହୋଇଥିବା — ୩. Well scoured; well swept.
୪. ବୁଝାଇ ଦିଆ ଯାଇଥିବା — ୪. Well explained.
୫. ସୁବୋଧ୍ୟ — ୫. Explicit; easily comprehensible.
୬. ପାଲିସ କରା ଯାଇଥିବା —୬. Polished.
୭. ଶୋଭାଯୁକ୍ତ (ଜ୍ଞାନେନ୍ଦ୍ର) —୭. Beautiful.