ପର୍କଟ

ଉଇକିଅଭିଧାନ‌ରୁ

ପର୍କଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପର୍କଟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଏକପ୍ରକାର ବଗ — ୧. A kind of Ardea (bird).
୨. ଅନୁଶୋଚନା —୨. Regret. (M.W.)
୩. ଉତ୍କଣ୍ଠା —୩. Anxiety. (M.W.)

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପ୍ରକଟିତ)[ସମ୍ପାଦନା]

ପ୍ରକଟିତ; ସର୍ବତ୍ର ପ୍ରକାଶିତ — Published everywhere.