ପର୍ଯାୟୋକ୍ତି ଅଳଙ୍କାର

ଉଇକିଅଭିଧାନ‌ରୁ

ପର୍ଯାୟୋକ୍ତି ଅଳଙ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଅର୍ଥାଳଙ୍କାରବିଶେଷ — a figure of speech.

[ ଦ୍ର—ଯେଉଁଠାରେ ବକ୍ତବ୍ୟ ବିଷୟରେ ସ୍ପଷ୍ଟରୁପେ ବର୍ଣ୍ଣନା ନ କରି ବାକ୍ୟ ଭଙ୍ଗିଦ୍ୱାରା ସୁଚନା କରାଯାଏ, କିମ୍ୱା ଯେଉଁଠାରେ କୌଣସି ରମଣୀୟ ବ୍ୟାଜଦ୍ୱାରା କାବ୍ୟର ଊଦେଶ୍ୟସାଧନ କରାଯାଏ ସେଠାରେ ପର୍ଯାୟୋକ୍ତି ଅଳଙ୍କାର ହୁଏ, ଉଦାହରଣ ଯଥା ===

୧. କରନ୍ତି ଯବକେ ପରିପକ୍ୱ ଯହିଁ ଆୟୁଧ ଶିକ୍ଷା, ଋଷି ଯୁବତୀଙ୍କି ପାରିଧୀରେ ଦେବା ବୈଧବ୍ୟଦିକ୍ଷା ରାଧାନାଥ ଭାଷା
୨. ଛାୟାଦାନେ ଦକ୍ଷ ଯହିଁ ନାଗଫେଣୀ, ନୀରଦାନେ ପୁଣି ମରିଚିକା ବେଶୀ ରାଧାନାଥ କବିତା