ପଲ
ଦେଖଣା
ପଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପଲହ; ପହ୍ଲ—ଅନ୍ୟରୁପ)
ଦେଶଜ - .ବି (ସଂ .ଦଳ)
[ସମ୍ପାଦନା]- ୧. ଏକଜାତୀୟ ଜିବଙ୍କ ସମୁହ — ୧. A herd of animals.
ଲହଷାଳେ ଯହିଁ ନିର୍ଦନେ ଚଳନ୍ତି ମହଷ ପଲ—ରାଧାନାଥ ଉଷା
- ୨. ଦଳ; ପଞ୍ଝା —୨. Crowd; flock.
- ୩. ପଶୁଙ୍କ ଦଳ —୩. A herd of beasts.
[ ଦ୍ର—ଭିନ୍ନଭିନ୍ନଜାତୀୟ ଜୀବଙ୍କ ପଲକୁ ଭିନ୍ନଭିନ୍ନ ନାମରେ, ଡକାଯାଏ—ଚଢେଇ, କୁକୁର, ମାଙ୍କଡ଼, ଛେଳି, ହରିଣ, ମହିଷଙ୍କ ପଲ ବାଛୁରୀ, ଗୋରୁ, ମହିଷଙ୍କ ଗୋଠ ମନୁଷ୍ୟ ଘୁଷୁରୀଙ୍କ ପଲ ବା ସାହଣ ବା ଫଉଦ ଯାତ୍ରୀ, ନାଟ ବାଲାଙ୍କ ଦଳ ପଞ୍ଝା ବା ମେଳ ଯାତ୍ରୀ ବା ମାଛଙ୍କ ସାହାଣ ବା ଖେଦା ମାଛ ଜାଅଁଳଙ୍କ ମନ୍ଦା ପିଲାଙ୍କ ଖାଉଡ଼, ଗୋଠ କୁମ୍ଭିର, ସାପ, ବାବାଜୀଙ୍କ ମେଳ, ଭେଳ, ମେଳା ଜନ୍ଦା, ପିମ୍ପୁଡି ଓ ଦେଲୁଣୀ ପୋକ ଆଦି କ୍ଷୁଦ୍ର କ୍ଷୁଦ୍ରଜୀବଙ୍କ ମଳା, ମନ୍ଦା ]
- ୪. ସମୂହ —୪. Multitude.
ଶଲଭ ପରି ଅଶ୍ୱଧମା ଶରପଲ ବାହାରିଲେ ମାରିବା ପାଇଁ ଯୋଦ୍ଧା ଭଲ— କୃଷ୍ଣସିଂହ ମହାଭାରତ ଦ୍ରୋଣ