ପଲା

ଉଇକିଅଭିଧାନ‌ରୁ

ପଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - .ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣଶାଳା; ସଂସ୍କୃତ - ପଲ୍ଲୀ; ତୁଳ, ତେଲୁଗୁ - ପଲା.)[ସମ୍ପାଦନା]

୧. ପତ୍ର କୁଡ଼ିଆ; ପର୍ଣ୍ଣଶାଳା —୧. A hut made of leaves.

ସେ ବ୍ୟକ୍ତି..................ଅନ୍ଧାର ପଲାରୁ ବାହାରି ଆସିଲେ ଗଧାନାଥ. କିବେକୀ

୨. ଛୋଟ କୁଡ଼ିଆ —୨. A tiny hut.
୩. ଛୋଟ ଘର; କୁଡ଼ିଆ —୩. cottage.
୪. (ସଂସ୍କୃତ - ପଲ) ତରାଜୁର ଦୁଇ ପାଖରେ ଥିବା ପାତ୍ର — ୪. The scale pans of a balance.

=== ପ୍ରାଦେଶିକ -

୧. (ସମ୍ୱଲପୁର) ବି—ତୁଷାର; କାକାର —Dew
୨. (ଗଞ୍ଜାମ)—ତଳି; ଚାରିଗଛ —Seeding.

(ଯଥା—ଧାନପଲା=ଧାନତଳି)

୩. (ଗଡ଼ଜାତ)—ବାଘ ଆଦି ହିଂଶ୍ର ଜନ୍ତୁଙ୍କୁ ଶିକାର କରିବାକୁ ଶିକାରୀ ଗଜ ରହିବା ପାଇଁ ଭୂମୀରେ ଖୋଳାଯାଇ ଡାଳ ପତ୍ର ଆଦିରେ ପହିବା ଭୂମୀରେ ଖୋଲାଯିବା ଡାଳ ପତ୍ର ଆଦିରେ ମୁହଁ ଘୋଡ଼ା ଯାଇଥିବା ଗାତ — A pit dug in the bround and covered over with twigs and leaves under which a hunter lies in ambush.
୪. (ସିଂହଭୂମ) ବିଣ—କ ପୋଲ; ପମ୍ପା —୧. Hollow.
୨. ମାଗଣା; ମୋଫତ୍ —୨. Got gratis.