ପଳନ୍ତି

ଉଇକିଅଭିଧାନ‌ରୁ

ପଳନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୧. ପକ୍କାକୋଠା କିମ୍ୱା ଏନ୍ୟ କୌଣସି ବସ୍ତୁ ଉପରେ ଜନ୍ମିଥିବା ସବୁଜ ଉଦ୍ଭିଦ୍ଦ ପଦାର୍ଥ; ଶିଉଳୀ — ୧. Moss.
୨. ପୋଖତ ମାଛ, କଙ୍କଡ଼ା ପ୍ରଭୃତି ଦେହରେ ବସିସିବା ଖସଡ଼ା ସ୍ତରବିଶେଷ —୨. A mossy growth found over very old fishes, crabs etc.