ପଳାଇବା
ଦେଖଣା
ପଳାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ପଳାୟନ)
[ସମ୍ପାଦନା]- ୧. ପଳାୟନ କରାବା —୧. To fly away; to flee.
- ୨. ଅନ୍ତରିତ ହେବା; ଲୋପ ପାଇବା — ୨. To disappear.
ସେ ମୁଖ ପ୍ରତିଭା ମହିମା ଦେଖି ପଳାଉ ଦୁଃଖ ଯାମିନୀ ମଧୂସୂଦନ, ଉତ୍କଳଗାଥା
- ୩. (ପାଳିବା କ୍ରିୟାର ପ୍ରୋୟୋଜକ ରୂପ)— ଅନ୍ୟଦ୍ୱାରା ପାଳିତ କରାଇବା —୩. To cause to be brought up or reared by another.
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ସ୍ଥାନରୁ ଚାଲି ଯିବା — ୧. To depart; to go away from a place.
- ୨. ଦ୍ରୂତଗତି କରିବା —୨. To move swiftly.