ପଶା
ଦେଖଣା
ପଶା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶକ; ପ୍ରା. ପାସା)
[ସମ୍ପାଦନା]- ୧. ଚଉସାର; ଅକ୍ଷତ୍ରୀଡ଼ା — ୧. Game at dice.
- ୨. (ସଂସ୍କୃତ - ପାର୍ଷ୍ଣୀ=ଗୁଳ୍ମ) କୋଡ଼ି କାଙ୍କ, କୁରାଢ଼ୀ ଆଦିର ମୂଳଦେଶସ୍ଥ ବଳୟ (ଯାହା ମଧ୍ୟ ଦେଇ ବେଣ୍ଟ ପଶିଯାଏ); କାଙ୍କ ଆଦିର ମୁଣ୍ଡ —୨. The ring a spade or axe through which the handle is passed.
- ୩. ଲଙ୍ଗଳ ମୁହଁରେ ଲଙ୍ଗଳଲୁହାକୁ ସଂଲଗ୍ନ କରିବା ନିମନ୍ତେ ଲୌହ ନିର୍ମିତ ବେଷ୍ଟନୀ ବା ମୁଦିଆ —୩. A ring of iron through which the plough iron is thrust.
- ୪. କୋଡ଼ି କାଙ୍କରେ ମାଟି ହାଣିବାଦ୍ୱାରା ଏକଥର — ୪. One stroke of a spade for cutting earth.
(ଯଥା—ମୁଁ ପଶାଏଁ ମାଟି ହାଣିଲା ବେଳକୁ ସେ ଆସି ପହଞ୍ଚିଲେ)
- ୫. କୋଡ଼ି କାଙ୍କ ଆଦିର ପଶା ବା ମୁଣ୍ଡିରେ ପ୍ରହାର — ୫. A blow with the base or ring of a spade or axe.
ନ ଜାଣି ଗୋଦରା କରିଛି ଓଷା, ଘରେ ଖାଉଥାଏ ଟାଙ୍ଗିଆ ପଶା—ଢଗ
(ପଶା—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ପଶା
|
ବିଣ—(ସଂସ୍କୃତ - ପ୍ରବେଶ) (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ହାଡ଼ିଘର ପଶା; ଗାତପଶା)
[ସମ୍ପାଦନା]- ୧. ପ୍ରବେଶକାରୀ — ୧. Entering; going into.
- ୨. ଥଳ; ନଦୀ ଆଦିରେ ଲୋକେ ପଶିକରି ଯିବାର ଅବସ୍ଥା— ଯୁକ୍ତ (ଜଳଭାଗ) —୨. Fordable.
(ଯଥା—ଅଶୀଣ ମାସରେ ମହାନଦୀ ପଶା ହୋଇଯାଏ)
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଛୁଞ୍ଚି ବା ଡାମ୍ଫଣର କଣା — Eye of needle.