ପଶୁ

ଉଇକିଅଭିଧାନ‌ରୁ

ପଶୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୃଶ୍ ଧାତୁ+ କର୍ତ୍ତୃ ଉ; ଦୃଶ ସ୍ଥାନରେ ପଶ ଆଦେଶ (Apte); ଯେ ସମସ୍ତ ଦେଖିପାରେ)[ସମ୍ପାଦନା]

୧. ସଲାଙ୍ଗୁଳ ଚତୁଷ୍ପଦ ଜନ୍ତୁ — ୧. Beast; brute; a quadruped with a tail.
୨. ଛାଗ —୨. Goat.
୩. ଗୋ ମେଷାଦି ଗୃହପାଳିତ ଜନ୍ତୁ —୩. Cattle.
୪. ମୂର୍ଖ ବ୍ୟକ୍ତି — ୪. Illiterate person; an ignorant person.
୫. ପଶୁ ପ୍ରତୃତିକ ବ୍ୟକ୍ତି — ୫. Brute-natured person.
୬. ନିର୍ବୁଦ୍ଧିଆ —୬. A blockhead; stupid person.
୭. ବଳ ଦିଆଯିବା ବୋଦା — ୭. Victim sacrificed as an offering.
୮. (ତନ୍ତ୍ର) ନିରାମିଷାଶୀ, ମାଦକତ୍ୟାଗୀ ଜିତେନ୍ଦ୍ରିୟ ବ୍ୟକ୍ତି — ୮. (Tantra) A very pious and abstemious person.
୯. ଜୀବ; ପ୍ରାଣୀ — ୯. Animal; living being (Apte)
୧. ଅଗ୍ନି —୧୦. Fire (Apte).
୧୧. ଯଜ୍ଞ (ହିନ୍ଦୀ - ଶ.) —୧୧. Vedic sacrifice.
୧୨. ଯେଉଁ ବ୍ୟକ୍ତି ମନ୍ତ୍ର ଗ୍ରହଣ କରି ନ ଥାଏ — ୧୨. An uninitiated person.
୧୩. ଦେବତା (ହିନ୍ଦୀ - ଶ.) —୧୩. Deity.
୧୪. ଯଜ୍ଞଡିମ୍ୱିରି (ହିନ୍ଦୀ - ଶ.) (ଦେଖ) - — ୧୪. J̄ajn̄aḍimbiri (See)
୧୫. ପ୍ରଥମ (ହିନ୍ଦୀ - ଶବ୍ଦସାଗର) — ୧୫. An attendant of Ṡiba.

ବିଶେଷଣ -[ସମ୍ପାଦନା]

୧. ମୂର୍ଖ —୧. Silly; stupid; block-headed.
୨. ପଶୁ ପ୍ରକୃତିବିଶିଷ୍ଟ —୨. Beastly; brute-natured.