ପଶୁ
ଦେଖଣା
ପଶୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୃଶ୍ ଧାତୁ+ କର୍ତ୍ତୃ ଉ; ଦୃଶ ସ୍ଥାନରେ ପଶ ଆଦେଶ (Apte); ଯେ ସମସ୍ତ ଦେଖିପାରେ)
[ସମ୍ପାଦନା]- ୧. ସଲାଙ୍ଗୁଳ ଚତୁଷ୍ପଦ ଜନ୍ତୁ — ୧. Beast; brute; a quadruped with a tail.
- ୨. ଛାଗ —୨. Goat.
- ୩. ଗୋ ମେଷାଦି ଗୃହପାଳିତ ଜନ୍ତୁ —୩. Cattle.
- ୪. ମୂର୍ଖ ବ୍ୟକ୍ତି — ୪. Illiterate person; an ignorant person.
- ୫. ପଶୁ ପ୍ରତୃତିକ ବ୍ୟକ୍ତି — ୫. Brute-natured person.
- ୬. ନିର୍ବୁଦ୍ଧିଆ —୬. A blockhead; stupid person.
- ୭. ବଳ ଦିଆଯିବା ବୋଦା — ୭. Victim sacrificed as an offering.
- ୮. (ତନ୍ତ୍ର) ନିରାମିଷାଶୀ, ମାଦକତ୍ୟାଗୀ ଜିତେନ୍ଦ୍ରିୟ ବ୍ୟକ୍ତି — ୮. (Tantra) A very pious and abstemious person.
- ୯. ଜୀବ; ପ୍ରାଣୀ — ୯. Animal; living being (Apte)
- ୧. ଅଗ୍ନି —୧୦. Fire (Apte).
- ୧୧. ଯଜ୍ଞ (ହିନ୍ଦୀ - ଶ.) —୧୧. Vedic sacrifice.
- ୧୨. ଯେଉଁ ବ୍ୟକ୍ତି ମନ୍ତ୍ର ଗ୍ରହଣ କରି ନ ଥାଏ — ୧୨. An uninitiated person.
- ୧୩. ଦେବତା (ହିନ୍ଦୀ - ଶ.) —୧୩. Deity.
- ୧୪. ଯଜ୍ଞଡିମ୍ୱିରି (ହିନ୍ଦୀ - ଶ.) (ଦେଖ) - — ୧୪. J̄ajn̄aḍimbiri (See)
- ୧୫. ପ୍ରଥମ (ହିନ୍ଦୀ - ଶବ୍ଦସାଗର) — ୧୫. An attendant of Ṡiba.
ବିଶେଷଣ -
[ସମ୍ପାଦନା]- ୧. ମୂର୍ଖ —୧. Silly; stupid; block-headed.
- ୨. ପଶୁ ପ୍ରକୃତିବିଶିଷ୍ଟ —୨. Beastly; brute-natured.