ପଶେଇବା

ଉଇକିଅଭିଧାନ‌ରୁ

ପଶେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ପଶିବା କ୍ରିୟାର ଣିଜନ୍ତରୂପ — ୧. The causative form of Paṡibā.
୨. ପୂରାଇବା; ପ୍ରବିଷ୍ଟ କରାଇବା — ୨. To cause to enter to thrust.
୩. କୋଡ଼ି ତାଙ୍କ ଆଦିର ପଶାରେ ଆଘାତ କରିବା — ୩. To strike with the hundle of a spade.

ପ୍ରାଦେଶିକ - (ଲରିଆ)କ୍ରିୟାପଦ -[ସମ୍ପାଦନା]

ଭାତ ଗାଳିବା —To press out water from the boiled rice in the cooking pot.