Jump to content

ପହଁରା

ଉଇକିଅଭିଧାନ‌ରୁ

ପହଁରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ବହୁକରୀ=ଝାଡ଼ୁ; ବହୁକର=ଝାଡ଼ୁ— ଦେବା ବ୍ୟକ୍ତି)—ଓଳାଇବା — ୧. Sweeping.
୨. ଝାଡ଼ୁ; ସମ୍ମାର୍ଜ୍ଜନୀ —୨. Broomstick.


ଅନୁବାଦ

[ସମ୍ପାଦନା]
୩. ଝାଡ଼ୁ ଦେବା; ଓଳାଇବା — ୩. Sweeping a place clean.

ଅଗଣା ଖରକି ପହଁରା. ଚନ୍ଦନ ବୋଲି ଦ୍ୟନ୍ତି ଛେରା ଭାଗବତ

୪. (ସଂସ୍କୃତ - ପ୍ଳବନ; ପ୍ରା. ପବଣ)—ସନ୍ତରଣ — ୪. Swimming.

ପ୍ରାଦେଶିକ - (ଗଡ଼ଜାତ)

[ସମ୍ପାଦନା]

କ୍ଷେତରେ ଖୋଳାଯିବା ପହଣୀ; ପାଣି ନାଳ — Small water-channel dug in a field.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ପାଣିର ଗାଭୀରତା ମନୁଷ୍ୟର ଉଚ୍ଚତା ଠାରୁ ବେଶି ଓ ଯାହାକୁ ପହଁରିବାଦ୍ୱାରା ପାରି ହେବାକୁ ପଡ଼େ — (water) Which is more than a man's depth.