ପହଁରିବା
ଦେଖଣା
ପହଁରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପହଁରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଝାଡ଼ୁଦ୍ୱାର ଓଳାଇବା — ୧. To sweep a place clean.
- ୨. (ସଂସ୍କୃତ - ପ୍ଳବ ଧାତୁ) ସନ୍ତରଣ କରିବା; ଜଳରେ ଭାସି ଗତି କରିବା —୨. To swim.
- ୩. କୌଣସି ବସ୍ତୁର ଉପରେ ଉପରେ ଗତି କରିବା — ୩. To move on the surface.
- ୪. ଭାସିବା; ଭାସମାନ ହେବା —୪. To float.