ପହଞ୍ଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଓଡ଼ିଆ[ସମ୍ପାଦନା]

ବିଶେଷ

ଉଦାହରଣ: କାହାର ପହଞ୍ଚ କେତେ ଦୂର କିଏ ଜାଣେ!

ବିଶେଷଣ

ଉଦାହରଣ: ମୋର ପହଞ୍ଚ ବହୁ ଭିରତରକୁ ଅଛି ।

ମାନେ[ସମ୍ପାଦନା]

ଜଣେ ଯେତେଦୂର ପହଞ୍ଚି ପାରେ/ ଯାଇ ପାରେ

ବିପରୀତ[ସମ୍ପାଦନା]

ଅପହଞ୍ଚ

କ୍ରିୟା[ସମ୍ପାଦନା]

ପହଞ୍ଚାଇବା/ପହଞ୍ଚେଇବାପହଞ୍ଚ

ଉଚ୍ଚାରଣ[ସମ୍ପାଦନା]

$1

  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପହୁଞ୍ଚ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ର. ଉପସର୍ଗ. ଅଞ୍ଚ ଧାତୁ=ଗମନ କରିବା)[ସମ୍ପାଦନା]

ହାତ ପାଇବା ଯାଗା —A place within the reach of one's hands.