ପହଞ୍ଚେଇବା

ଉଇକିଅଭିଧାନ‌ରୁ

ପହଞ୍ଚେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ ପହୁଞ୍ଚା(ଞ୍ଚେ)ଇବ—ଅନ୍ୟରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ର+ଅଞ୍ଚ ଧାତୁ)[ସମ୍ପାଦନା]

ପହଞ୍ଚିବା କ୍ରିୟାର ଣିଜନ୍ତ ରୂପ —The causative form of pahan̄chibā

୧. ଉପସ୍ଥିତ କରାଇବା; ଉପନୀତ କରାଇବା — ୧. To cause to arrive at.
୨. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବହି ନେବା — ୨. To convey or carry from one place to another place.
୩. (ଦୋଳିକୁ) ଝୁଲାଇବା — ୩. To rock (a swing).

(ଯଥା—ଦୋଳି ପହଞ୍ଚିଇବା, ପଇତା ପହଞ୍ଚିଇବ)

୪. ପଞ୍ଚାଇବା (ଦେଖ) - —୪. Pan̄chāibā (See)