ପହନା

ଉଇକିଅଭିଧାନ‌ରୁ

ପହନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

===ପ୍ରାଦେଶିକ - (ମେଦିନୀପୁର, ଯାଜପୁର, ଭଦ୍ରଖ) ବିଶେଷ୍ୟ - (ଢୁଳ. ବଂ ପୋନାମାଛ)

ମାଛ ଜାଆଁଳ; ରୋହି, ଭାକୁଡ଼, ମିରକାଳି ଆଦି ମାଛଛୁଆ —The fry of fishes.



ପହନା

  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପଁହନା, ପହଁନା—ଅନ୍ୟରୂପ)

ପ୍ରାଦେଶିକ - (ଲରିଆ) ବିଶେଷ୍ୟ - (ତୁଳ. ହିନ୍ଦୀ - ପାହୁନା; ସଂସ୍କୃତ - ପ୍ରାଘୂର୍ଣ୍ଣ, ପ୍ରା. ପାଘୂଣ=ଅତିଥି)[ସମ୍ପାଦନା]

କୁଣିଆ; ଅତିଥି; ଅଭ୍ୟାଗତ — Guest.