ପହନା
ଦେଖଣା
ପହନା
ଉଚ୍ଚାରଣ
[ସମ୍ପାଦନା]===ପ୍ରାଦେଶିକ - (ମେଦିନୀପୁର, ଯାଜପୁର, ଭଦ୍ରଖ) ବିଶେଷ୍ୟ - (ଢୁଳ. ବଂ ପୋନାମାଛ)
ମାଛ ଜାଆଁଳ; ରୋହି, ଭାକୁଡ଼, ମିରକାଳି ଆଦି ମାଛଛୁଆ —The fry of fishes.
ପହନା
ଧ୍ୱନି (ମାନକ ଓଡ଼ିଆ) (file)
ଉଚ୍ଚାରଣ
[ସମ୍ପାଦନା](ପଁହନା, ପହଁନା—ଅନ୍ୟରୂପ)
ପ୍ରାଦେଶିକ - (ଲରିଆ) ବିଶେଷ୍ୟ - (ତୁଳ. ହିନ୍ଦୀ - ପାହୁନା; ସଂସ୍କୃତ - ପ୍ରାଘୂର୍ଣ୍ଣ, ପ୍ରା. ପାଘୂଣ=ଅତିଥି)
[ସମ୍ପାଦନା]କୁଣିଆ; ଅତିଥି; ଅଭ୍ୟାଗତ — Guest.