ପହଲ
ଦେଖଣା
ପହଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ପହଲୁ; ଢୁଳ. ସଂସ୍କୃତ - ପଟଳ)
[ସମ୍ପାଦନା]- ୧. କାଠଖଣ୍ଡର ଦାଢ଼କୁ ରନ୍ଧାଦ୍ୱାରା ଗଡ଼ାଣିଆ କରିବା — ୧. Making the edge of a piece of wood sloping by the carpenters plane.
- ୨. (ବଣିଆ ଶବ୍ଦ) ଅତି ମୂଲ୍ୟବାନ ମଣିଷମାନଙ୍କର କଟା ହୋଇଥିବା ପାଖ —୨. The side of a precious stone showing the cut; facet.
- ୩. କୋଣବିଶିଷ୍ଟ ଘନ ବସ୍ତୁର ଗୋଟିଏ ସମତଳ ପାଖ — ୩. The broad surface of a many-surfaced article.
- ୪. ପରସ୍ତ; ସ୍ତର —୪. Layer.