ପହିଲ

ଉଇକିଅଭିଧାନ‌ରୁ

ପହିଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରଥମ ପ୍ରା. ପହିଲୋ; ଢୁଳ,. ଇଂରାଜୀ - ପ୍ରାୟର୍)[ସମ୍ପାଦନା]

୧. ପ୍ରଥମ; ଆଦ୍ୟ —୧. First.
୨. ଆଦ୍ୟଜାତ —୨. First born.
୩. ଅଗ୍ରଜ —୩. Earlier born; elder.