ପହ୍ନେଇବା

ଉଇକିଅଭିଧାନ‌ରୁ

ପହ୍ନେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ପହ୍ନା(ହ୍ନେ)ଇବା—ଅନ୍ୟରୂପ]

ଦେଶଜ - କ୍ରି—(ସଂସ୍କୃତ - ପ୍ରସବନ; ପୟଃସ୍ରବଣ; ଢୁଳ. ପ୍ରା. ପହ୍ନବନ)[ସମ୍ପାଦନା]

୧. ଗାଈମାନେ ବେଶି ଦୁଧ ଦେବାର ପରିଚାୟକ ବଡ଼ ପହ୍ନା ବାହାର କରିବା — ୧. To swell the udder to be milched; to have a big udder (which will give much milk) (said of a cow.
୨. (ଦୁଧିଆଳୀ ଗାଈ ବା ଛେଳି) ନିଜ ପହ୍ନାରେ ଥିବା ଦୁଧ ଚିରକୁ ଗଡ଼ି ଆସିବା ବେଳେ ଅସ୍ଥିରତା ପ୍ରକାଶ କରିବା —୨. (a milch cow or goat) To cause its dugs to swell by allowing the milk from the udder to descend to the dugs; to indicate yearning to be milched or to give a sueking to her calf by becoming restless.

ଅସଙ୍ଗା ଗାଈ ଚିରରେ ପହ୍ନାଇବ କ୍ଷୀର— ପ୍ରାଚୀ—ବ୍ରହ୍ମନିରୂପଣ ଗୀତା

୩. ଦୁଧ ଦୁହୀଁଳ ଦୁଧ ଦୋହିଁବାକୁ ବସିଲେ ଗାଈମାନେ ମୁତି ପକାଇ ପହ୍ନା ଦେଖାଇବା — ୩. (a cow) To ready for being milched.



ପହ୍ନେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର)କ୍ରିୟାପଦ -[ସମ୍ପାଦନା]

ଉତ୍ସାହିତ କରିବା; ଆଗ୍ରହାନ୍ୱିତ କରାଇବା —To make a person interested to say or to do something.