ପାଇଣ୍ଟା
ଦେଖଣା
ପାଇଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଗଞ୍ଜାମର ଓଡ଼ିଆ ଅସ୍ପୃଶ୍ୟ ଜାତିବିଶେଷ — A class of untouchable Orisa in Ganjam.
[ଦ୍ରଷ୍ଟବ୍ୟ —ଏମାନେ ଓଡ଼ିଶାର ପାଣ ଶ୍ରେଣୀର ଅଟନ୍ତି]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଛଦାମଠାରୁ ଆହୁରି କମ୍ ମୂଲ୍ୟର ଧନର ପରିମାଣ —An amount less than ୧\୪ of a pice.