Jump to content

ପାଉଜରି

ଉଇକିଅଭିଧାନ‌ରୁ

ପାଉଜରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପାଉଜବ, ପାଉଁଜବ, ପାଉଜମ. ପାଉଁଜମ ପାଉଞ୍ଜମ, ପାଉଁଜରି(ଡ଼ି), ପାଉଜିରି, ପାଉଁଜିରି, ପାଞ୍ଜେରି, ପାଉଜେରି, ପାଉଁଜେରି ପାଉଞ୍ଜ, ପାଉଞ୍ଜେବ, ପାଉଁଜେବଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାଜେବ୍; ତୁଳ. ସଂସ୍କୃତ - ପାଦମଞ୍ଜରୀ)

[ସମ୍ପାଦନା]

ପାଦର ଘୁଙ୍ଗୁରଯୁକ୍ତ କଳା —A tinkling ankelt.