ପାଏ
Jump to navigation
Jump to search
ପାଏ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ପାଏ
ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]
- ୧. ଓଜନର ବା ମାପରେ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଚାରି ଭାଗରୁ ଏକ ଭାଗ — ୧. One Pao in weight of measure.
- ୨. ଏକ ଚତୁର୍ଥାଂଶ —୨. One fourth.
ତହିଁରୁ ପାଏକ ବଳା ରାଜନରେ ଦିଅଁ ଦେବତା ପୂଜଇ - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ)[ସମ୍ପାଦନା]
ପାଦ —Foot, leg
ଉଠ ଶବର ଛାଡ଼ ପାଏ, ମନେ ନକରି କିଛି ଭୟ ଜଗନ୍ନାଥ ଭାଗତେ
- ୨. ପାଦରେ —୨. At the foot.
ଶରଣ ଗଲି ତୋର ପାୟେ, ରଖ ବ ନ ରଖ ଏ କାୟଂ ଜଗନ୍ନାଥ, ଭାଗବତ
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
ଏକପାଦ ବା ପହଣ୍ଡ ମାତ୍ର — By one steo only.
ଆତ୍ମ୍ୟା ଧ୍ୟାନରେ ଥିବା ଠାୟେ, କାହିଁକି ନ ଚଳିବ ପାଏ ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ
ଦେଶଜ - କ୍ରି. (ପାଇବା କ୍ରିୟାର ନିତ୍ୟ ପ୍ରବୃତ୍ତ ବର୍ତ୍ତମାନକାଳ ଅନାଦରାର୍ଥକ ତୃତୀୟ ପୁରୁଷ ଏକବଚନ'ସେ' କର୍ତ୍ତା ସଙ୍ଗେ ବ୍ୟବହୃତ)[ସମ୍ପାଦନା]
(ସେ) ପ୍ରାପ୍ତ ହୁଏ —(he) Gets; receives.