Jump to content

ପାକଳିଆ

ଉଇକିଅଭିଧାନ‌ରୁ

ପାକଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ପକ୍ୱ)

[ସମ୍ପାଦନା]
୧. ପକ୍ୱ — Ripe.
୨. ଈଷତ୍ ପକ୍ୱ; ଅର୍ଦ୍ଧପକ —୨. Half ripe.
୩. ସୁପରିଣତ; ପକ୍ୱପ୍ରାୟ —୩. Well matured.
୪. ଉତ୍ତମରୂପେ ବଳା ହୋଇଥିବା (ସୂତା) — ୪. Well twisted (yarn or thread).