ପାଖଡ଼ା

ଉଇକିଅଭିଧାନ‌ରୁ

ପାଖଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ପାଖଡ଼ା(ରା)ଖଇର—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ, ଶ୍ୱେତ ଖଦିର)[ସମ୍ପାଦନା]

ପାଖଡ଼ା ଖଇର; ଏକ ପ୍ରକାର ଫକା ଓ ଈଷତ୍ କଷା ଖଇର —Pale catechu; gambier.

[ଦ୍ରଷ୍ଟବ୍ୟ —ଏହା ଆଚ୍ଛୁକାଦି ବର୍ଗର କ୍ଷୁପବିଶେଷରୁ ପ୍ରାପ୍ତ ଖଇର ମାଲକ୍କା, ସିଙ୍ଗାପୁରଆଦି ଅଞ୍ଚଳରେ ଜାତ ବୃକ୍ଷର ଅଠାରୁ ପାଖଡ଼ା ଖଇର ହୁଏ ଏ ଖଇରର ବର୍ଣ୍ଣ ପାଣ୍ଡୁର ଓ ଏହା କଳା ଖଇର ଅପେକ୍ଷା ଅଳ୍ପ କଷା ଏହା ବର୍ଣ୍ଣପ୍ରସାଦକ ଓ ମୁଖରୋଗ. ରକ୍ତ ଦୋଷ ଓ କଫନାଶକ]