ପାଖରେ

ଉଇକିଅଭିଧାନ‌ରୁ

ପାଖରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଖେରେ; ପାଖେ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ପାଖ ଶବ୍ଦରେ ୭ମୀ ବିଭକ୍ତିସୂଚକ 'ରେ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ)[ସମ୍ପାଦନା]

୧. ନିକଟରେ; ୧. Near; at hand.

ଘୃତଘଟକୁ ଶିଖି ଶିଖା ପାଖରେ ରଖି କବିସୂର୍ଯ୍ୟ କିଶୋରୀ ଚମ୍ପୂ ଘ ଗୀତ

୩. (ଅମୁକ ବ୍ୟକ୍ତି) ଠାରେ; ସଙ୍ଗରେ —With (a person).

(ଯଥା—ତା ପାଖରେ ବର୍ତ୍ତମାନ ଧନ ନାହିଁ)

୪. (ଅମୁକ ସଙ୍ଗେ) ତୁଳନାରେ — ୪. In comparision with (a person or thing).

(ଯଥା—ପଢ଼ା ବିଷୟରେ ରାମ ପାଖରେ ଶାମ କିଛି ନୁହେଁ)

୫. (ଅମୁକର) ସାହଚର୍ଯ୍ୟ ବା ସହବାସରେ — ୫. In the companionship of (a person).
୬. (ଅମୁକର) ସେବାରେ —୬. In the service of
୭. (ଅମୁକର) ସହାୟକ ସୂରୂପ — ୭. As a helper of (a person.)
୮. ଏକ ସଙ୍ଗରେ; କଡ଼ରେ — ୮. Together with; by the side of.

ପାଖରେ ଶୁଏ, କାନରେ କୁହେ, ତା କଥା କି ଅନାସ୍ତ ହୁଏ ଢ଼ଗ