ପାଗଡ଼

ଉଇକିଅଭିଧାନ‌ରୁ

ପାଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ) (ସଂ ପ୍ରଗ୍ରହ=ଦଉଡ଼)[ସମ୍ପାଦନା]

୧. ବୋଟ ଆଦି ଟାଣିବାରେ ବ୍ୟବହୃତ ଝୋଟ ଦୁଉଡ଼ି — ୧. (nautical term) Tug; tugging rope; towing rope.
  • * * ଘାବରି ଗଲା ପରି ଚଞ୍ଚଳ ଡକିଲେ—ପାଗଡ଼, ପାଗଡ଼, ପାଗଡ଼ ଫକୀରମୋହନ. ଗଳ୍ପସ୍ୱଳ୍ପ
୨. ଶୂଦ୍ରମାନଙ୍କର ଉପାଧିବିଶେଷ — ୨. A family title of Ṡūdras.