Jump to content

ପାଗଡ଼ ମେଣ୍ଟାଇବା

ଉଇକିଅଭିଧାନ‌ରୁ

ପାଗଡ଼ ମେଣ୍ଟାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି. (ଜାହାଜିଆ ଶବ୍ଦ)

[ସମ୍ପାଦନା]

ଗତି ବିଶିଷ୍ଟ ଏକ ଡଙ୍ଗାର ପାଗଡ଼କୁ ବିପରୀତ ଦିଗରୁ ଆସୁଥିବା ଡଙ୍ଗାର ପାଗଡ଼ ଉପର ବା ତଳ ଦେଇ ଟାଣି ନେବା — To pass the towing rope of a moving boat over or below that of another boat coming from an opposite direction.