ପାଗଡ଼ ମେଣ୍ଟେଇବା
ପାଗଡ଼ ମେଣ୍ଟେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି. (ଜାହାଜିଆ ଶବ୍ଦ)[ସମ୍ପାଦନା]
ଗତି ବିଶିଷ୍ଟ ଏକ ଡଙ୍ଗାର ପାଗଡ଼କୁ ବିପରୀତ ଦିଗରୁ ଆସୁଥିବା ଡଙ୍ଗାର ପାଗଡ଼ ଉପର ବା ତଳ ଦେଇ ଟାଣି ନେବା — To pass the towing rope of a moving boat over or below that of another boat coming from an opposite direction.