ପାଗଳ

ଉଇକିଅଭିଧାନ‌ରୁ

ପାଗଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ପାଗଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ବାୟା ଲୋକ — A mad man.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ବୟା; ବାତୁଳ; ବିକୃତମସ୍ତିଷ୍କ —୧. Mad; deranged in mind.

ଶୃଗାଳ ପାଗଳ ହୋଇ, ସିଂହ ପୁରେ ପଶି ଯାଇ ବିଶ୍ୱନାଥ; ବିଚିତ୍ରରାମାୟଣ

୨. ବିମୁଗ୍ଧ —୨. Enchanted; charmed.
୩. ବାତୁଳ ପରି କ୍ରୋଧାଦିରୁ ହିତାହିତ ଜ୍ଞାନଶୂନ୍ୟ ୩. Maddened; one who has lost his reasoning power, being overcome with passion.