Jump to content

ପାଗଳ

ଉଇକିଅଭିଧାନ‌ରୁ

ପାଗଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]
(ପାଗଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ବାୟା ଲୋକ — A mad man.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ବୟା; ବାତୁଳ; ବିକୃତମସ୍ତିଷ୍କ —୧. Mad; deranged in mind.

ଶୃଗାଳ ପାଗଳ ହୋଇ, ସିଂହ ପୁରେ ପଶି ଯାଇ ବିଶ୍ୱନାଥ; ବିଚିତ୍ରରାମାୟଣ

୨. ବିମୁଗ୍ଧ —୨. Enchanted; charmed.
୩. ବାତୁଳ ପରି କ୍ରୋଧାଦିରୁ ହିତାହିତ ଜ୍ଞାନଶୂନ୍ୟ ୩. Maddened; one who has lost his reasoning power, being overcome with passion.