Jump to content

ପାଗଳାମି

ଉଇକିଅଭିଧାନ‌ରୁ

ପାଗଳାମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ପାଗଳାପଣ, ପାଗଳପଣିଆଅନ୍ୟରୁପ

ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)[ସମ୍ପାଦନା]

୧. ପାଗଳପଣ; ବାତୁଳତା — ୧. Madness; insanity.
୨. ବାତୁଳ ପରି ପ୍ରଳାପ କରିବା — ୨. Raving like a mad man.
୩. ନିର୍ବୋଧତା — ୩. Folly; foolishness.