ପାଙ୍ଗିବା

ଉଇକିଅଭିଧାନ‌ରୁ

ପାଙ୍ଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - କ୍ରିୟାପଦ -[ସମ୍ପାଦନା]

୧. (ସମ୍ୱଲପୁର) କୌଣସି ବ୍ୟକ୍ତିର ଅଶୁଭ ପାଞ୍ଚିବା; ଅମଙ୍ଗଳ ଇଚ୍ଛା କରିବା —୧. To wish evil of another.


୨. (ପୁରୀ) (କୌଣସି ବ୍ୟକ୍ତିକୁ) ଦଣ୍ଡ ଦେଇ ସାଧ୍ୟ କରିବା — ୨. To teach a person a lesson, to subjugate a person byy punishment.
୩. (ପୁରୀ) କୌଣସି ବ୍ୟକ୍ତିକୁ ଅସମର୍ଥ କରିବା — ୩. To incapacitate a person.
୪. (ଗଞ୍ଜାମ) ଗୁଣି ଗାରିଡ଼ି ପ୍ରୟୋଗଦ୍ୱାରା ବଶୀଭୂତ କରିବା — ୪. To bring a person under control by application of magical charms.

(ଗଡ଼ଜାତ)କ୍ରିୟାପଦ -[ସମ୍ପାଦନା]

କୌଣସି ବ୍ୟକ୍ତିଠାରେ ମନ୍ତ୍ରାଦି ଆଭିଚାର ପ୍ରୟୋଗ ପୂର୍ବକ ଭୂତ ବା ଡାହାଣି ଲଗାଇବା —୫. To cause derangement of mind by employing charms.