ପାଚକ

ଉଇକିଅଭିଧାନ‌ରୁ

ପାଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଚିକା, ପାଚକୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପଚ୍ ଧାତୁ=ପାକ କରିବା=କର୍ତ୍ତୃ. ଅକ)[ସମ୍ପାଦନା]

୧. ଯେ ପାକ କରେ; ରାନ୍ଧୁଣିଆ; ସୁଅର; ରୁଷୋୟା — ୧. A male cookk.
୨. ବହ୍ନି —୨. Fire.
୩. ଜଠରାଗ୍ନି; ଖାଦ୍ୟଦ୍ରବ୍ୟର ଜୀର୍ଣ୍ଣକାରକ ଶରୀରଭ୍ୟନ୍ତରସ୍ଥ ଶକ୍ତି —୩. Digestive energy inside the stomach.
୪. ଟଙ୍କାଣ; ଟାଙ୍ଗଣା (ହେମଚନ୍ଦ୍ର) —୪. Borax.
୫. ପିତ୍ତ —୫. gall; bile (M.W.)

[ଦ୍ରଷ୍ଟବ୍ୟ —ବୈଦ୍ୟକମତରେ ଜୀର୍ଣ୍ଣଶକ୍ତିର ସହାୟକ ୫ ପ୍ରକାର ପିତ୍ତ ବା ରସମଧ୍ୟରୁ ଏହା ଏକତମ ଏହାର ସ୍ଥାନ ଆମାଶୟ ଓ ପକ୍ୱାଶୟ ଏଟେ ଏହା ଖାଦ୍ୟଦ୍ରବ୍ୟକୁ ପକ୍ୱ କରାଏ ଓ ତହିଁରୁ ଉତ୍ପନ୍ନ ରସ, ବାୟୁ, ପିତ୍ତ, କଫ, ମୂତ୍ର ଓ ପରୀଷ ଆଦିକୁ ପୃଥକ୍ କରେ—ହିନ୍ଦୀ - ଶ.]

୬. ଲବଣାଯୁକ୍ତ ଜୀର୍ଣ୍ଣକାରକ ଔଷଧ; ହଜମୀ ଓଷଧ (ହିନ୍ଦୀ - ଶ) — ୬. Digestive saline medicine.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ରନ୍ଧନକାରୀ —୧. Cooking.
୨. ଯାହା ପରିପକ୍ୱ କରାଏ — ୨. Causing ripeness or maturity; maturing.
୩. ଜୀର୍ଣ୍ଣକାରକ —୩. Digestive; tonic.
୪. କ୍ଷଧାବର୍ଧକ —୪. Appetising.



ପାଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଚ୍ ଧାତୁ ଣିଚ+ଅଳ)[ସମ୍ପାଦନା]

୧. ରନ୍ଧନକାରୀ —୧. Cooking.
୨. ଯାହା ପଚାଏ —୨. Ripening.
୩. ଜୀର୍ଣ୍ଣକାରକ —୩. Digestive.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ରୁଷେୟା —୧. Cook.
୨. ଅଗ୍ନି —୨. Fire.
୩. ବାୟୁ —୩. Wind.
୪. ଅଗ୍ନିର ବିନା ସାହାଯ୍ୟରେ ପକ୍ୱ ଖାଦ୍ୟ ଦ୍ରବ୍ୟ — ୪. A thing dressed without the aid of fire (Apte).