Jump to content

ପାଚକ ପାଣି

ଉଇକିଅଭିଧାନ‌ରୁ

ପାଚକ ପାଣି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ସଂସ୍କୃତ - ପାଚକ+ପାନୀୟ)

[ସମ୍ପାଦନା]

ଭାଙ୍ଗ; ପତି, ମରିଚ ଓ ମସଲା ଘୋଟାପାଣି; ସିଦ୍ଧି —Bhāṅg; Ganja leaves and black pepper and other spices pasted togehter and mixed with water and mado into a drink.