ପାଚଣ

ଉଇକିଅଭିଧାନ‌ରୁ

ପାଚଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରାଜନ)[ସମ୍ପାଦନା]

ଗଦାଦି ତାଡନ ଯଷ୍ଟି; ବଳଦ ପ୍ରଭୃତିଙ୍କୁ ଅଡ଼ାଇବା ନିମନ୍ତେ ବ୍ୟବହୃତ ଛୋଟବାଡ଼ି; ଠେଙ୍ଗୁଣୀ —A cattle-driving stick; a goad.

ଅତି ଚଞ୍ଚଳ ତ ଅଟନ୍ତି ସେ ଘୋଡ଼ାଏ ପାଚଣ ବାଡ଼ି ବାଜନ୍ତେ ତ ତାଙ୍କ କାୟେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ