ପାଚିରୀ
ଦେଖଣା
ପାଚିରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଚିରୀ
|
ଦେଶଜ - ବି—(ସଂସ୍କୃତ - ପ୍ରାଚୀର)
[ସମ୍ପାଦନା]- ୧. ବେଢ଼ା — ୧. Compound; rampart.
ପ୍ରତିଶବ୍ଦ ଦେଲା ଦୁଗର ପାଚେରୀ. ରାଧାନାଥ. ନନ୍ଦକେଶ୍ୱରୀ
- ୨. ମାଟି ପଥର ବା ଇଟା ନିର୍ମିତ ଉଚ୍ଚ କାନ୍ଥ —High wall.
ଘର ଚାରିପାଖେ ପଡ଼ିଛି ପାଚେରୀ— କୃଷ୍ଣସିଂହ, ମହାଭାରତ. ସଭା