Jump to content

ପାଚିରୀ

ଉଇକିଅଭିଧାନ‌ରୁ

ପାଚିରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପ୍ରାଚୀର)

[ସମ୍ପାଦନା]
୧. ବେଢ଼ା — ୧. Compound; rampart.

ପ୍ରତିଶବ୍ଦ ଦେଲା ଦୁଗର ପାଚେରୀ. ରାଧାନାଥ. ନନ୍ଦକେଶ୍ୱରୀ

୨. ମାଟି ପଥର ବା ଇଟା ନିର୍ମିତ ଉଚ୍ଚ କାନ୍ଥ —High wall.

ଘର ଚାରିପାଖେ ପଡ଼ିଛି ପାଚେରୀ— କୃଷ୍ଣସିଂହ, ମହାଭାରତ. ସଭା