ପାଜି

ଉଇକିଅଭିଧାନ‌ରୁ

ପାଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ପାଯ୍ୟ=ନୀଚ; ଘୃଣ୍ୟ; ହୀନ)[ସମ୍ପାଦନା]

୧. (ଗାଳିରେ ବ୍ୟବହୃତ) ନୀଚ —୧. Low; mean; vile.
୨. ଦୁଷ୍ଟ; ଖଳ —୨. Wicked; wanton.

ମାର ପାଜି ମଜ୍ଜା ବଳ କରିବାକୁ କବିସୂର୍ଯ୍ୟ. ସଙ୍ଗୀତ

୩. ପରର ଅନିଷ୍ଟକାରୀ ବ୍ୟକ୍ତି — ୩. Bent on injuring others.