ପାଞ୍ଚ

ଉଇକିଅଭିଧାନ‌ରୁ

ପାଞ୍ଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ -(ସଂସ୍କୃତ - ପଞ୍ଚନ୍)[ସମ୍ପାଦନା]

ଚାରି ଅପେକ୍ଷା ଏକ ଅଧିକ — Five.

ଗାର୍ହପତ୍ୟ, ଅହବନୀୟ ଦକ୍ଷିଣାଗ୍ନି, ଅବସଥ୍ୟ, ଲୋକିକ ଅରୂପେ ପାଞ୍ଚ ଅଗ୍ନି କୃଷ୍ଣସିଂହ, ମହାଭାରତ, ବନ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାଞ୍ଛା; ସଂସ୍କୃତ - ପଞ୍ଚ୍ ଧାତୁ=ବ୍ୟକ୍ତି କରିବା; ବିସ୍ତାର କରିବା)[ସମ୍ପାଦନା]

୧. ପୂର୍ବରୁ ଭାବନା; ଆଗତ ପାଞ୍ଚ; ଭବିଷ୍ୟତ୍ ପାଇଁ ବିଚାର —୧. Forethought; thought for the future.
୨. ଭାବନା; ବିଚାର; ଚିନ୍ତା —୨. Thought.

ମାତୃ ପିତୃ ଗୁରୁ ପ୍ରଭୁ ପ୍ରଦତ୍ତଦେଶକୁ, ନିଶ୍ଚେ ପାଳିବାକୁ ହେବ ନ କରି ପାଞ୍ଚକୁ—ତୁଳସୀ. ବିକ୍ରମ ରାମାୟଣ

୩. ପରାମର୍ଶ —୩. Advice;condultation.
୪. ଅନୁମାନ —୪. Guess.

ପାଞ୍ଚରେ ଏତେ ପ୍ରବେଶ; ପାଞ୍ଚସିଦ୍ଧ ହେବ ଶେଷ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୫. କାମନା —୫. Wish; desire.
୬. ପାଞ୍ଚସଂଖ୍ୟକ ଲୋକ; ପାଞ୍ଚଜଣ —୬. Five person.

ପଞ୍ଚ ମୋ ଇଛନ୍ତି; ବୃଜକୀ ପାଞ୍ଚ ପାଞ୍ଚ କରିଛନ୍ତି ଭଞ୍ଚ.ବୈଦେହୀଶବିଳାସ

୭. ପଞ୍ଚାୟତ —୭. A body of arbitrators.
୮. ପଞ୍ଚାୟତି; ଆପୋସି ମୀମାଂସା —୮. Arbitration.

ଦେଶଜ - ବିଶେଷଣ -[ସମ୍ପାଦନା]

ଅନେକ ସଂଖ୍ୟକ —Many.

ପାଞ୍ଚ ମିଶିପରେ ପାଞ୍ଚ କଥା, ପାଞ୍ଚ ମାଇପରେ ପାଞ୍ଚ କଥା ଢଗ