ପାଞ୍ଚଦଶ
ଦେଖଣା
ପାଞ୍ଚଦଶ
ଉଚ୍ଚାରଣ
[ସମ୍ପାଦନା](ପାଞ୍ଚଦଶୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପଞ୍ଚଦଶ+ସମ୍ୱନ୍ଧାର୍ଥରେ. ଅ)
[ସମ୍ପାଦନା]- ୧. ପଞ୍ଚଦଶ ସମ୍ୱନ୍ଧୀୟ — ୧. Relating to the number fifteen.
- ୨. ପଞ୍ଚଦଶୀ ତିଥି ସମ୍ୱନ୍ଧୀୟ — ୨. Relating to the ୧୫th day of a lunar fortnight.
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ପାଞ୍ଚରୁ ଅଧିକ ଓ ଦଶରୁ ଅନଧିକ — More than five and less than ten.