Jump to content

ପାଟଭାଲି

ଉଇକିଅଭିଧାନ‌ରୁ

ପାଟଭାଲି

ଉଚ୍ଚାରଣ

[ସମ୍ପାଦନା]

(ପାଟଭାଲିଆ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶୁକ ଜାତୀୟ ଛୋଟ ପକ୍ଷୀବିଶେଷ — A species of small parrot; paroquet; parrakeet; Conurus Carolinensis.

[ ଦ୍ର—ଏମାନେ ସାଧାରଣ ଶୁଆଙ୍କ ଠାରୁ ଛୋଟ ଏହାଙ୍କର ଦେହ ସବୁଜ ଓ ମୁଣ୍ଡ ନାଲିଆ, ପକ୍ଷର ଦୁଇ କଡ଼ରେ ନାଲି ଦାଗ ଥାଏ]