ପାଟରା
ଦେଖଣା
ପାଟରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପାଟରଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ପଟ୍ଟୁକାର)
[ସମ୍ପାଦନା]ପାଟ, କସ୍ତା, ସୂତା ଓ ଲୁଗା ଆଦି ବ୍ୟବସାୟ ଶୂଦ୍ର ଜାତିବିଶେଷ —A Hindu caste of dealers in cloth and cotton yarn.
[ଦ୍ରଷ୍ଟବ୍ୟ —ଏମାନେ ରେସମ ଓ ତୂଳାର ନାନ ବର୍ଣ୍ଣର ସୂତା (ପାଟ ଓ କସ୍ତା), ପାଟଫୁଲି, ଧଡ଼ିଆ, କରଧ୍ୱନି ଆଦି ବିକନ୍ତି ଓ ଲୁଗାର ଦୋକାନ ମଧ୍ୟ କରନ୍ତି ଏମାନେ କଣ୍ଠି ଆଦିକୁ ପାଟ ବା ସୂତାଦ୍ୱାରା ମଧ୍ୟ ଗୁନ୍ଥନ୍ତି]