ପାଟଳୀ
ଦେଖଣା
ପାଟଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପାଟ=ବିସ୍ତାର+ଲା ଧାତୁ+କର୍ତ୍ତୃ. ଈ)
[ସମ୍ପାଦନା]- ୧. ପାଟଳି (ଦେଖ) - —୧. Pāṭaḻi (See)
- ୨. ପାଟନା ନଗରର ଅଧିଷ୍ଠାତ୍ରୀ ଦେବୀ (ହିନ୍ଦୀ - ଶବ୍ଦସାଗର) — ୨. The presiding Goddess of Patna city.
- ୩. ଗାଧିଙ୍କ କନ୍ୟା ଓ ବିଶ୍ୱାମିତ୍ରଙ୍କ ଭଉଣୀ — ୩. Name of a sister of Biṡwāmitra.
[ଦ୍ରଷ୍ଟବ୍ୟ —ଏହାଙ୍କ ଅନୁରୋଧରେ କୌଣ୍ଡିଲ୍ୟ ମୁନିଙ୍କ ପୁତ୍ର ଏ ନଗର ବସାଇଥିଲେ]