Jump to content

ପାଟି

ଉଇକିଅଭିଧାନ‌ରୁ

ପାଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପଙ୍କ୍ତି)

[ସମ୍ପାଦନା]
୧. ଶ୍ରେଣୀ — ୧. Row.

ଯଥା—ପାଟିଏ ଦାନ୍ତ

ଅନୁବାଦ

[ସମ୍ପାଦନା]
୨. ମୁଖ; ତୁଣ୍ଡ —୨. Mouth.

ଦୁର୍ଯ୍ୟୋଧନକୁ ଏବେ ଅଛି କାନ ଘୋଟି ଏଣୁ ତାଙ୍କ ବିରୋଧ କହୁଛି ତା ପାଟି କୃଷ୍ଣସିଂହ ମହାଭାରତ ବନ

ଅନୁବାଦ

[ସମ୍ପାଦନା]
୩. ତୁଣ୍ଡଦ୍ୱାରା କରାଯିବା ଓ ଅନ୍ୟକୁ ଶୁଣାଯିବା ଧ୍ୱନି — ୩. Vioce of the mouth.
୪. ଉଚ୍ଚୈଃସ୍ୱର —୪. Loud voice.
୫. ଉଚ୍ଚୈଃସ୍ୱରରେ ଗୋଳମାଳ — ୫. Noise caused by loud voice.

ଅନୁବାଦ

[ସମ୍ପାଦନା]
୬. କପାଳ ଠାରୁ ଗାଲ ପର୍ଯ୍ୟନ୍ତ ବୋଳା ଯିବା ଚନ୍ଦନ ଓ ତିଳକର ପଟି —୬. A stripe of sandal or other paste smeared on the forehead and reaching the cheeks.

ଅନୁବାଦ

[ସମ୍ପାଦନା]
୭. ଗୃହ ଛାତରେ ବତା ତଳେ ଉରା ଉପରେ ଲମ୍ୱ ହୋଇ ପକା ଯିବା କାଷ୍ଠ ଖଣ୍ଡ ବା ତଳ ଶେଣୀ —୭. The lower wooden or bamboo plate just below the rafters of a thatched house near the eaves.

କେତେ କେତେ ଖମ୍ୱ ପାଟି ଲାଗିଛି ତହିଁରେ କୃଷ୍ଣସିଂହ ମହାଭାରତ

୮. (ସଂସ୍କୃତ - ପଟ) ଲଲାଟର ଫଳକ — ୮. The surface of the brow.

ଲଲାଟ ପାଟିରେ ଶୋଭା ଚନ୍ଦନର ବିନ୍ଦୁ—ପ୍ରାଚୀ ରସବାରିଧି

ଅନୁବାଦ

[ସମ୍ପାଦନା]
୯. ଧାତୁର ଲମ୍ୱା ପତଳାଲ ପତ୍ର — ୯. Metal plate.

ଯଥା—ତମ୍ୱା ପାଟି ସନନ୍ଦ

୧. କାଠର ପଟା —୧୦. Wooden plank.
୧୧. ସୁନ୍ଥା; ମାଙ୍ଗ; ଟେରୀ; ମୁଣ୍ଡର ବାଳକୁ ଦୁଇଭାଗ କରି କୁଣ୍ଡାଇ ମହଣ ବା ପମେଟମ୍ଦ୍ୱାରା କରାଯିବା କେଶବିନ୍ୟାସ — ୧୧. Artistic parting of the hair on the head with the comb and keeping the parted hairs in jposition with the help of pasted and unguents.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)

[ସମ୍ପାଦନା]

କ୍ଷଦ୍ର; ଛୋଟ — Small.

ଯଥା—ପାଟି ଖଣ୍ଡା = ଛୋଟ ଖଣ୍ଡା

ପ୍ରାଦେଶିକ - (ସିହଂଭୂମି) ବିଶେଷ୍ୟ -

[ସମ୍ପାଦନା]

ଶଗଡ଼ର ପଇ — The wall plate of a thatched house.

=== ପ୍ରାଦେଶିକ - (କଳାହାଣ୍ଡି)—ବିଶେଷ୍ୟ -

ଶେଣୀ — The wall plate of a thatched house.



ପାଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପଟ୍ ଧାତୁ ଣିଜନ୍ତ=ପାଟି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ+ସ୍ତ୍ରୀ .ଈ)

[ସମ୍ପାଦନା]
୧. ପରିପାଟୀ; ଶୃଙ୍ଖଳା — ୧. Arrangement; method; order.
୨. ଶ୍ରେଣୀ —୨. Row.
୩. ଏକଜାତୀୟ ବସ୍ତୁର ଶ୍ରେଣୀ; ପଂକ୍ତି — ୩. A row of things of the same class.
୪. ପୁଞ୍ଜି —୪. Group.
୫. ପ୍ରଣାଳୀ —୫. Mode; manner.