ପାଟି
ଦେଖଣା
ପାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପଙ୍କ୍ତି)
[ସମ୍ପାଦନା]- ୧. ଶ୍ରେଣୀ — ୧. Row.
ଯଥା—ପାଟିଏ ଦାନ୍ତ
ଅନୁବାଦ
[ସମ୍ପାଦନା]- ୨. ମୁଖ; ତୁଣ୍ଡ —୨. Mouth.
ଦୁର୍ଯ୍ୟୋଧନକୁ ଏବେ ଅଛି କାନ ଘୋଟି ଏଣୁ ତାଙ୍କ ବିରୋଧ କହୁଛି ତା ପାଟି କୃଷ୍ଣସିଂହ ମହାଭାରତ ବନ
ଅନୁବାଦ
[ସମ୍ପାଦନା]ପାଟି
|
- ୩. ତୁଣ୍ଡଦ୍ୱାରା କରାଯିବା ଓ ଅନ୍ୟକୁ ଶୁଣାଯିବା ଧ୍ୱନି — ୩. Vioce of the mouth.
- ୪. ଉଚ୍ଚୈଃସ୍ୱର —୪. Loud voice.
- ୫. ଉଚ୍ଚୈଃସ୍ୱରରେ ଗୋଳମାଳ — ୫. Noise caused by loud voice.
ଅନୁବାଦ
[ସମ୍ପାଦନା]ପାଟି
|
- ୬. କପାଳ ଠାରୁ ଗାଲ ପର୍ଯ୍ୟନ୍ତ ବୋଳା ଯିବା ଚନ୍ଦନ ଓ ତିଳକର ପଟି —୬. A stripe of sandal or other paste smeared on the forehead and reaching the cheeks.
ଅନୁବାଦ
[ସମ୍ପାଦନା]ପାଟି
|
- ୭. ଗୃହ ଛାତରେ ବତା ତଳେ ଉରା ଉପରେ ଲମ୍ୱ ହୋଇ ପକା ଯିବା କାଷ୍ଠ ଖଣ୍ଡ ବା ତଳ ଶେଣୀ —୭. The lower wooden or bamboo plate just below the rafters of a thatched house near the eaves.
କେତେ କେତେ ଖମ୍ୱ ପାଟି ଲାଗିଛି ତହିଁରେ କୃଷ୍ଣସିଂହ ମହାଭାରତ
- ୮. (ସଂସ୍କୃତ - ପଟ) ଲଲାଟର ଫଳକ — ୮. The surface of the brow.
ଲଲାଟ ପାଟିରେ ଶୋଭା ଚନ୍ଦନର ବିନ୍ଦୁ—ପ୍ରାଚୀ ରସବାରିଧି
ଅନୁବାଦ
[ସମ୍ପାଦନା]ପାଟି
|
- ୯. ଧାତୁର ଲମ୍ୱା ପତଳାଲ ପତ୍ର — ୯. Metal plate.
ଯଥା—ତମ୍ୱା ପାଟି ସନନ୍ଦ
- ୧. କାଠର ପଟା —୧୦. Wooden plank.
- ୧୧. ସୁନ୍ଥା; ମାଙ୍ଗ; ଟେରୀ; ମୁଣ୍ଡର ବାଳକୁ ଦୁଇଭାଗ କରି କୁଣ୍ଡାଇ ମହଣ ବା ପମେଟମ୍ଦ୍ୱାରା କରାଯିବା କେଶବିନ୍ୟାସ — ୧୧. Artistic parting of the hair on the head with the comb and keeping the parted hairs in jposition with the help of pasted and unguents.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)
[ସମ୍ପାଦନା]କ୍ଷଦ୍ର; ଛୋଟ — Small.
ଯଥା—ପାଟି ଖଣ୍ଡା = ଛୋଟ ଖଣ୍ଡା
ପ୍ରାଦେଶିକ - (ସିହଂଭୂମି) ବିଶେଷ୍ୟ -
[ସମ୍ପାଦନା]ଶଗଡ଼ର ପଇ — The wall plate of a thatched house.
=== ପ୍ରାଦେଶିକ - (କଳାହାଣ୍ଡି)—ବିଶେଷ୍ୟ -
ଶେଣୀ — The wall plate of a thatched house.
ପାଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପଟ୍ ଧାତୁ ଣିଜନ୍ତ=ପାଟି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ+ସ୍ତ୍ରୀ .ଈ)
[ସମ୍ପାଦନା]- ୧. ପରିପାଟୀ; ଶୃଙ୍ଖଳା — ୧. Arrangement; method; order.
- ୨. ଶ୍ରେଣୀ —୨. Row.
- ୩. ଏକଜାତୀୟ ବସ୍ତୁର ଶ୍ରେଣୀ; ପଂକ୍ତି — ୩. A row of things of the same class.
- ୪. ପୁଞ୍ଜି —୪. Group.
- ୫. ପ୍ରଣାଳୀ —୫. Mode; manner.