ପାଠକ

ଉଇକିଅଭିଧାନ‌ରୁ

ପାଠକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଠିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପଠ ଧାତୁ=ଅଧ୍ୟୟନ କରିବା+କର୍ତ୍ତୃ. ଅନ)[ସମ୍ପାଦନା]

୧. ପଢୁଆ; ଯେ ପଢ଼େ —୧. Reader.
୨. (ପଠ୍ ଧାତୁ ଣିଚ୍ ପାଠି ଧାତୁ=କର୍ତ୍ତୃ. ଅକ) ଅଧ୍ୟାପକ —୨. Teacher;
୩. ପୁରାଣ ପଣ୍ଡା — ୩. A reader of the Purāṇas.
୪. ଯେ କୌଣସି ପୁସ୍ତକରୁ ପଢ଼େ — ୪. A reader or reciter from a book.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ପାଠନକାରୀ —୧. Reading.
୨. ଆବୃତ୍ତିକାରୀ —୨. Reciting.
୩. ଅଧ୍ୟାପନକାରୀ —୩. Teaching.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପଶ୍ଚିମା ବ୍ରାହ୍ମଣଙ୍କ ଉପାଧିବିଶାଷ — A family-title of certain Brāhmaṇas of north and west India.