ପାଢ଼ି

ଉଇକିଅଭିଧାନ‌ରୁ

ପାଢ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଢ଼ିଆଣୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଠୀ=ପଠନକାରୀ)[ସମ୍ପାଦନା]

୧. ପଣ୍ଡା ଜାତୀୟ ଦେବଳକ ସେବକ ବ୍ରାହ୍ମଣ —୧. A low class of Brāhmaṇas serving in temples.
୨. ବ୍ରାହ୍ମଣଙ୍କର ବଂଶୋପାଧିବିଶେଷ — ୨. A family title of Bṛāhmaṇas.

[ଦ୍ରଷ୍ଟବ୍ୟ —ଏହି ଶ୍ରେଣୀୟ ବ୍ରହ୍ମଣମାନେ ଶାସନୀ ବା ଦାନୁଆ ବ୍ରାହ୍ମଣମାନଙ୍କ ଠାରୁ ନିକୃଷ୍ଟ ଗୈଡ଼, ସାରସ୍ୱତ, ଗୁଜରାଟୀ ଓ ମୈଥିଳ ବ୍ରାହ୍ମଣମାନଙ୍କର ପାଠକ ବଂଶୋପାଧି ଥିବାର ଦେଖାଯିଏ]

୩. ତୁଳ. ସଂସ୍କୃତ - ପାଡ଼ିନୀ=ରାନ୍ଧିବା ହାଣ୍ଡି; ଲୁଣ ହାଣ୍ଡିରେ ରନ୍ଧା ହେଉ ଥିବାରୁ) ଲୁଣ ରାନ୍ଧିବା ବ୍ୟକ୍ତି —୩. A person who boils sea water for manufacturing salt.

ପ୍ରାଦେଶିକ - (ସମ୍ୱଲପୁର; ଲରିଆ) ବିଶେଷ୍ୟ - (ତୁଳ. ହିନ୍ଦୀ - ପାଡ଼ୀ)[ସମ୍ପାଦନା]

ମାଈ ମହିଷୀ ଛୁଆ —A female calf of buffalo.