ପାଣ

ଉଇକିଅଭିଧାନ‌ରୁ

ପାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

(ପାଲୁଣୀ—ସ୍ତ୍ରୀ) 

=== ଦେଶଜ - ବିଶେଷ୍ୟ -(ତୁଳ.ସଂସ୍କୃତ - ପାଣବିକ=ବାଦ୍ୟ ବାଦକ = A drummer.)

୧. ନୀଚ ଅସ୍ପୃଶ୍ୟଜାତିବିଶେଷ — ୧. A class of law untouchable caste.

[ଦ୍ରଷ୍ଟବ୍ୟ —ଏମାନେ ଢୋଲ ବଜାନ୍ତି ମଲା ଗୋରୁ ଚମଡ଼ରା ବ୍ୟବସାୟ କରନ୍ତି, ବେତରେ ଚୁଉକି ଓ ପେଟରା ଆଦି ବୁଣନ୍ତି, ଘୋଡ଼ା ପଇସ ଓ ଚଉକିଦାର କାମ କରନ୍ତି ଏମାନେ ମଦ୍ୟ ଓ ଗୋମାଂସ ଭକ୍ଷଣ କରନ୍ତି ଗଡ଼ଜାତରେ ପାଣଙ୍କର ଜାତି ଚାରି ପ୍ରକାର (୧) ଲୁଗାବୁଣା; (୨) ହଡ଼ା ବେପାରି; (୩) ଚଉକିଆ, (୪) ସଂଯୋଗୀ ବୈଷ୍ଣବ ଗଡ଼ଜାତରେ ହାଡ଼ିମାନେ ଢୋଲ ଆଦି ବାଦ୍ୟ ମାନ ମଧ୍ୟ ବଜାନ୍ତି; ପାଣମାନେ ଢୋଲ ବଜାନ୍ତି ନାହିଁ ଗଡ଼ଜାତର ପାଣମାନେ ପ୍ରସିଦ୍ଧ ଚୋର ସିଂହଭୂମିର ପାଣମାନେ ଲୁଗାବୁଣନ୍ତି ଓ କୁକୁଡ଼ା ଓ ଗୋମାଂସ ଖାଆନ୍ତି ନାହିଁ]

୨. [[ ପାଣୁ (୩) (ଦେଖ) - —Pāṇu ୩ (See)

ସଂସ୍କୃତ - ବିଶେଷ୍ୟ -(ପଣ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ବାଣିଜ୍ୟ; ବେପାର — ୧. Trade; traffic.
୨. ବଣିକ୍; ବେପାରୀ —୨. Trader.
୩. ବାଜୀ ରଖି ଖେଳା ଯିବା ଖେଳ; ଜୁଆ — ୩. Game; gambling.
୪. ଜୁଆରେ ରଖା ଯିବା ବାଜୀ (ହିନ୍ଦୀ - ଶ.) — ୪. Wager; stake at play.
୫. କର; ହସ୍ତ; ପାଣି. (ହିନ୍ଦୀ - ଶ.) —୫. Hand.
୬. ପ୍ରଶଂସା (ହିନ୍ଦୀ - ଶ.) —୬. Praise (M.W.)