ପାଣିକେନ୍ଦୁ

ଉଇକିଅଭିଧାନ‌ରୁ

ପାଣିକେନ୍ଦୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ବୈଶ୍ୟ କରଣ ଜାତିବିଶେଷ — A caste of B&aline;i̱ṡyas.

[ଦ୍ରଷ୍ଟବ୍ୟ —ଏମାନେ ପ୍ରକୃତରେ ବୈଶ୍ୟ; ଏମାନଙ୍କ ସମାଜରେ ବିଧବା ବିବାହ ନାହିଁ ଓ ବାଳିକାବିବାହ ପ୍ରଚଳିତ ଅଛି କରଣ— ମାନଙ୍କପରି ଏମାନେ ସମାଜରେ ସମ୍ମାନିତ ହୁଅନ୍ତି ଓ ଏମାନଙ୍କର ବଂଶୋପାଧି ମହାନ୍ତି, ନାୟକ ଇତ୍ୟାଦି ଜମିଦାରୀ ଓ ରାଜଗୀରେ କୌଣସି କୌଣସିଠାରେ ଏମାନେ ଭୋଇ ରୂପେ ଗ୍ରାମର ହିସାବ ପତ୍ର ରଖୁଥିଲେ କରଣ ଶବ୍ଦ ତଳେ ନୋଟ୍ ଦେଖ]