ପାଣିଚି

ଉଇକିଅଭିଧାନ‌ରୁ

ପାଣିଚି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ -[ସମ୍ପାଦନା]

୧. ଯେଉଁ ନଡ଼ିଆଭିତରୁ ପାଣିଯାକ ଶୁଖି ଯାଇ ନ ଥାଏ —୧. Cocoanut the water inside which has not yot completely dried up.

[ଦ୍ରଷ୍ଟବ୍ୟ —ପାଣି ଶୁଖିଯାଇଥିବା ନଡ଼ିଆକୁ ଖୁରୁଡ଼ ବୋଲାଯାଏ]

୨. ଏକ ପ୍ରକାର ଧାନ (ଜଳବହୁଳ ଜମିରେ ଏ ଧାନ ଫସଲ ଭଲ ହୁଏ) —୨. A kind of paddy.