ପାଣି କୁଆ
ପାଣି କୁଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ପାଣି କୁଆ
|
(ପାଣିକାକ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳକାକ)[ସମ୍ପାଦନା]
- ୧. ପାଣିକୁଆ (ଦେଖ) - ୧. Pāni kuā (See)
ସରାଳି ଗାଙ୍ଗୋଇ, ହଂସ କୋକ, ପାଣିକୁଆ ଆଦି ଜଳ ବିହଙ୍ଗମେ ସଦା ଝଙ୍କାରିତ— ରାଧାନାଥ. ଚିଲିକା
[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ୧ ହାତ ବଢ଼ନ୍ତି ଚଞ୍ଚ ଚେପଟା ଓ ବକ୍ରାଗ୍ର, ପକ୍ଷ ଛୋଟ, ଦେହ କଳା ଓ ପୁଚ୍ଛ କଳାମିଶା ସାବ୍ଜା, ପିଠି ପକ୍ଷ ଓ ପଦ ଧୂସରବର୍ଣ୍ଣ]
- ୨. ପାଣିକୁଆ ପରି କିନ୍ତୁ କ୍ଷୁଦ୍ରତର ଓ ଧୂସରବର୍ଣ୍ଣ ପକ୍ଷୀବିଶେଷ — ୨. The brown headed gull.