Jump to content

ପାଣି ଛାଟ

ଉଇକିଅଭିଧାନ‌ରୁ

ପାଣି ଛାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଣିଛାଟିବା—କ୍ରିୟାରୂପ)

ପ୍ରାଦେଶିକ - (ଆଳି) ବିଶେଷ୍ୟ -

[ସମ୍ପାଦନା]

ପାଣିପାଟିଆ (ଦେଖ) - Pāṇipāṭiā (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ପର୍ଷାଜଳ ତୀର୍ଯ୍ୟକ୍ଭାବରେ କୌଣସି ବସ୍ତୁ ଉପରେ ପଡ଼େ —୧. Rain water which splashes a thing in a slanting manner.
୨. ତୀର୍ଯ୍ୟକ୍ଭାବରେ କୌଣସି ବସ୍ତୁକୁ କଡ଼ପାଖରୁ ବା ତଲଆଡ଼ୁ ଯେଉଁ ପାଣି ଛଟାଯାଏ —୨. Water splashed on a thing from a side or from below.